ଆଜି ଶନିବାର ଦିନ ସକାଳ ଦଶ ଘଣ୍ଟା ସମୟରେ ନର୍ଲା ସମବାୟ ସମିତି ଅନ୍ତର୍ଗତ ଘଣ୍ଟ ମାଲ୍ ଗ୍ରାମ ରେ ଚଳିତ ଖରିପ୍ ଧାନ ମଣ୍ଡି ଉଦ୍ଘାଟିତ ହୋଇଥଲା ଏହି କାର୍ଯ୍ୟକ୍ରମରେ ଘଣ୍ଟ ମାଲ୍ ସରପଞ୍ଚ ଦେବେନ୍ଦ୍ର ସା, ନର୍ଲା ବ୍ଲକ ସରପଞ୍ଚ ସଭାପତି ଅନ୍ତରାମ ମାଝୀ, ସମବାୟ ସମିତି ଅଧ୍ୟକ୍ଷା ମଞ୍ଜୁଲତା ଗଉଡ଼ ସମ୍ପାଦକ ଲବ କାନ୍ତ ସା ପ୍ରମୁଖ ଉପସ୍ଥିତ ଥିଲେ