ଜୟ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ବଡ଼ମାଳ ଉସ୍ଚବ ଉଦଯାପିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ବଡମାଲ ଜୟ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ ଶୁକ୍ରବାର ସଂଧ୍ୟାରେ ଜଗନ୍ନାଥ ୟୁଥ୍ କ୍ଲବ୍ ପକ୍ଷରୁ ବଡ଼ମାଳ ଉସ୍ଚବ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ରାଜ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ , ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ , ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ , ବିଜେପି ନେତ୍ରୀ ଶୁଭଶ୍ରୀ ମିଶ୍ର , ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ମହାପାତ୍ର , ବଡମାଲ ସରପଞ୍ଚ ତୁଙ୍ଗଭଦ୍ରା ବିଶ୍ବାଳ , ସମିତି ସଭ୍ୟ ରଞ୍ଜୁ ସାହୁ