ଝାରସୁଗୁଡା ଜିଲ୍ଲା ସଦର ଥାନା ଅଂଚଳରେ ନିଜ ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ବାପା କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଫାଇନ ଦଣ୍ଡାଦେଶ ଦେଲେ କୋର୍ଟ l ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ ଓ ସ୍ପେସିଆଲ ଜଜ ଅଣ୍ଡର ପସ୍କୋ ଏହି ରାଜ ଦେଇଛନ୍ତି l ଫାଇନ ଅନାଦେୟ କଲେ ଅଧିକ ୧ ବର୍ଷ ହେବ କାରା ଦଣ୍ଡାଦେଶ l ସୂଚନା ଅନୁଯାୟୀ ଗତ ଜୁଲାଇ ୮ ତାରିଖ ରାତିରେ ପୀଡିତା ନାବାଳିକା ଙ୍କୁ ତାଙ୍କ ବାପା ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ l ଏନେଇ ପୀଡିତା ନାବାଳିକା ସଦର ଥାନାରେ ଅଭିଯୋଗ କରିବାପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିଲା l ଆଜି ଏହି ମାମଲା