ମୋହନା: ପାରଳାଖେମୁଣ୍ଡିରେ ତିନି ଠାକୁରଙ୍କ ସୁନାବେଶ ଅନୁଷ୍ଠିତ
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ ଶ୍ରୀ ମନ୍ଦିର ନିକଟରେ ରଥ ଆରୁଡ଼ ତିନି ଠାକୁର ଙ୍କ ସୁନା ଭେଷ ଅନୁଷ୍ଠିତ ହେଇଛି ବିଭିନ୍ନ ସୁନା ପିନ୍ଧି ଝାଳକିଲେ ତିନି ଠାକୁର ବୁଧୁବାର ସନ୍ଧ୍ୟା 7.30ରେ ଆଳତି ହେଇଥିଲା ପରେ ଭକ୍ତ ମାନେ ଶାନ୍ତିଶୁଙ୍ଖଳା ରେ ଦର୍ଶନ କରିଥିଲେ ପୋଲିସ ପକ୍ଷରୁ ସୁରକ୍ଷା ଦିଆଯଇଥିଲା