ବିଶୋଇ: ବାଗନଗର ଗ୍ରାମ ରେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାୟକ
ସାରସକଣା ବ୍ଳକ୍ ଅନ୍ତର୍ଗତ ଉମାଦେଈପୁର ଗ୍ରାମପଞ୍ଚାୟତ ସ୍ଥିତ ବାଗନଗର ଗ୍ରାମ ରେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଜି ରାତି ୭ ଘଟିକା ସମୟରେ ଯୋଗ ଦେଲେ ସାରସକଣା ବିଧାୟକ ଭାଦବ ହାଁସଦା।ଶ୍ରୀ ହାଁସଦା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।