ବଲାଙ୍ଗୀର: ମହାରାଣୀ ଶାଗରରେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଘଟଣାପ୍ରତାପ ସାଗର ପଡ଼ାର ରମଣୀ କାନ୍ତ ଶେଠ୍ ଭାବେ ମୃତକଙ୍କ ପରିଚୟ
ମହାରାଣୀ ଶାଗରରୁ ଉଦ୍ଧାର ହୋଇଥିବା ଅଜଣା ସବ ଘଟଣାରେ ଏବେ ମୃତକଙ୍କ ପରିଚୟ ମିଳିଛି। ମୃତକ ଜଣକ ପ୍ରତାପ ସାଗର ପଡ଼ାର ବାସିନ୍ଦା ରମଣୀ କାନ୍ତ ଶେଠ୍ ବୋଲି ଚିହ୍ନଟ ହୋଇଛନ୍ତି। ସବଟିକୁ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ, ପରେ ଭୀମ ଭୋଇ ମେଡିକାଲର ବ୍ୟବଚ୍ଛେଦ କେନ୍ଦ୍ରକୁ ପଠାଯାଇଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଜାରୀ ରଖିଛି। ବୋଲି ଏହି ରାତି ୭ଟା ସମୟରେ ସୂଚନା ମିଳିଛି