Public App Logo
Jansamasya
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
Aimim
Railway
Biharnews
Jodhpur
Fatehpur
Kanganaranaut
Amitshah
Meerut
Fire
Jhansi
Rain
Trending

ବାଣପୁର: ହାବେଳୀ ପଡିଆ ଠାରେ ଆୟୋଜିତ ଜିଲ୍ଳା ସ୍ତରୀୟ ହସ୍ତତନ୍ତ ମେଳାର ଉଦ୍ଘାଟନୀ କଲେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ

Banapur, Khordha | Jun 12, 2025
ଜିଲ୍ଲାସ୍ତରୀୟ ଜନକଲ୍ୟାଣକାରୀ ଯୋଜନା ତଥା ହସ୍ତତନ୍ତ, ହସ୍ତଶିଳ୍ପ ଓ ସ୍ଥାନୀୟ ଉତ୍ପାଦ ସଂପର୍କିତ ପ୍ରଦର୍ଶନୀ ଏବଂ ଓଡ଼ିଆ ଫୁଡ୍‌ କୋଟକୁ ବୁଲି ଦେଖିଲି ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ।ଷ୍ଟଲରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ହାତ ତିଆରି ପାରମ୍ପରିକ ଖାଦ୍ୟ ଯଥା ମିଲେଟ୍ ଆଧାରିତ ବ୍ୟଞ୍ଜନ ଠାରୁ ଆରମ୍ଭ କରି ପିଠାପଣା, ସ୍ନାକ୍ସ ଏବଂ ଅନ୍ୟାନ୍ୟ ପାରମ୍ପରିକ ସ୍ୱାଦିଷ୍ଟ ବ୍ୟଞ୍ଜନର ପରିବେଷଣ କରାଯାଇଥିଲା ।