ଝାରସୁଗୁଡା ଜିଲ୍ଲା ବୃନ୍ଦାମାଲ ଗସ୍ତ କଲେ ଝାରସୁଗୁଡା ବିଧାୟକ l ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଆଜି ଅପରାହ୍ନ ୩ ଟା ରେ ବୃନ୍ଦାମାଲ ଆର ଆର କଲୋନୀ ଗସ୍ତ କରି ସେଠାରେ ଆୟୋଜିତ କ୍ରିକେଟ ଟୁର୍ଣାମେଣ୍ଟରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସହିତ କରିଛନ୍ତି l ବ୍ଲକ ସ୍ଥରରେ ଏମିତି ଖେଳ ପ୍ରତିଯୋଗିତା ଦ୍ଵାରା ଜିଲ୍ଲାର ସମସ୍ତ ଯୁବ ଖେଳାଳି ମାନଙ୍କର ଉତ୍ସାହ ବଢିବ ଏବଂ ସେମାନେ ରାଜ୍ୟ ଏବଂ ଜାତୀୟ ସ୍ତରରେ ଖେଳି ପାରିବେ ବୋଲି ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରକାଶ କରିଛନ୍ତି l