ଧାନ ବିକ୍ରି ସମସ୍ଯା ଓ ଟୋକନ ସମସ୍ଯା ନେଇ ଆଜି ସମ୍ବଲପୁରରେ ଚାଷୀଙ୍କ ଅଭିନଵ ପ୍ରତିବାଦ | ଧାନ ଧରି ପଦଯାତ୍ରାରେ ବାହାରି ଜିଲ୍ଲାପାଳ ଅଫିସ ବାହାରିଛନ୍ତି | ୧୯ ରେ ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ | ତେବେ ତା ପୂର୍ବରୁ ଚାଷୀ ମାନେ ଆଜି ଅଭିନଵ ଉପାୟରେ ପ୍ରତିବାଦ କରିଛନ୍ତୁ l ଯୋଗାଣ ମନ୍ତ୍ରୀ ଧାନ କୁ ଖୁଚୁରା ରେ ବିକ୍ରି କରିବା ପାଈଁ କହିବାରୁ ଚାଷୀ ଏହାକୁ ଆଜି ଖୁଚୁରା ରେ ବିକ୍ରି କରୁଛନ୍ତି lଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଚାଷୀ ମାନେ ଧାନ ବିକ୍ରି ପାଈଁ ଆଣିଛନ୍ତି l ଆନ୍ଦୋଳନକୁ ସମର୍ଥନ ଦେଇଛି ବିଜେଡି |