ବେଲପାହାଡ-ବନ୍ଧବାହାଲକୁ ସଂଯୋଗ କରୁଥିବା ଲେଲେର ବ୍ରିଜ ଉପରେ ବହୁଛି ପାଣି l ଫଳରେ ଲଖନପୁର, ବେଲପାହାଡ ଅଂଚଳରୁ ବନ୍ଧବାହାଲ କୁ ଯିବା ପାଇଁ ସମସ୍ୟା ଦେଖାଦେଉଛି l ବ୍ରିଜ ଉପରେ ବହୁ ଥିବା ପାଣି ରେ ଲୋକେ ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରିବା ପାଇଁ ବାଧ୍ୟ ହେଉଛନ୍ତି l ଲଗାଣ ବର୍ଷା ଯୋଗୁଁ ଆଜି ରବିବାର ସକାଳ ୭ ଟା ୩୦ ରୁ ଏହି ବ୍ରିଜ ଉପରେ ପାଣି ବହୁଥିବା ବେଳେ ଅଧିକ ବର୍ଷା ହେଲେ ଜଳସ୍ତର ଆହୁରୀ ବଢିବର ଆଶଙ୍କା ରହିଛି l