କଲେଜ ଛାତ୍ର କୁ ଆକ୍ରମଣ , ଅନ୍ୟ କଲେଜ ର ଦୁଇ ଛାତ୍ର ଅଟକ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଦେଓଗାଁ ବସଷ୍ଟାଣ୍ଡ ରେ ଜଣେ କଲେଜ ଛାତ୍ର କୁ ଅନ୍ୟ ଏକ କଲେଜ ର ଦୁଇ ଜଣ ଛାତ୍ର ମାଡ଼ ପିଟ କରିବା ସହ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିବା ପାଇଁ ଉଦ୍ୟମ କରିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଯୁବକ ଜଣକ ହେଲେ ବଲାଙ୍ଗିର ସହର ହାତିଶାଲ ପଡ଼ାର ଆଦିତ୍ୟ ବେହେରା । ତାଙ୍କରି କହିବା ଅନୁସାରେ ଆଜି ସକାଳେ ସେ ବଲାଙ୍ଗୀର ରୁ ବସ ଯୋଗେ କଲେଜ କୁ ଯିବା ସମୟରେ ବଲାଙ୍ଗିର ର ଓଁ କାର ସେଲମା ଓ ଆଉ ଜଣେ ଯୁବକ ତାଙ୍କୁ ତା