ବରଗଡ଼ ଜିଲ୍ଲା ପଦ୍ମପୁର ସହର ଅନ୍ତର୍ଗତ ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଆଜି ପଦ୍ମପୁର ବିଦ୍ୟୁତ ବିଭାଗ ତରଫରୁ ୫ଟା ୪୦ ମିନିଟ ସମୟ ପାଖା ପାଖି ରେ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ଆସନ୍ତା 4 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ 33/11 କେଭି ସବଷ୍ଟେସନ ର ସମ୍ପୂର୍ଣ୍ଣ ନବୀକରଣ କାର୍ଯ୍ୟ ଥିବା ନିମନ୍ତେ ପ୍ରତେକ ଦିନ ସକାଳ 8ଟାରୁ ଦିନ 11ଟା ଏବଂ ଅପରାହ୍ନ 2ଟାରୁ 4ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ, ଏନେଇ ପଦ୍ମପୁର ବିଦ୍ୟୁତ ବିଭାଗ ସୂଚନା ଦେଇଛି।