ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ମହାରାଣୀ ଶାଗର ଠାରୁ ଆଜି ଜଣେ ଅଜଣା ବ୍ୟକ୍ତିଙ୍କ ସବ ଉଦ୍ଧାର ହୋଇଛି। ସବଟିକୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନଥିବା ବେଳେ, ସବଟିକୁ ଭୀମ ଭୋଇ ମେଡିକାଲ କଲେଜର ବ୍ୟବଚ୍ଛେଦ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଜାରୀ ରଖିଥିବା ବେଳେ, ମୃତ୍ୟୁର କାରଣ ନେଇ ତଦନ୍ତ ଚାଲିଥିବା ଆଜି ଅପରାହ୍ନ ୪ଟା ସମୟରେ ସୂଚନା ମିଳିଛି