ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ରେ ଗଣଶିକ୍ଷା ବିଭାଗ ତରଫ ରୁ ଏକ ଅଭିନବ ପଦକ୍ଷେପ ଚାଲ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜଗ ଦିନେଶ ମହାନନ୍ଦ ଙ୍କ ତତ୍ତ୍ୱାବଧାନରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ସି ଆର୍ ସି ସି ମିଶି ଘରେ ଘରେ ଯାଇ ପିଲାଙ୍କୁ ବୟସ ଉପଯୋଗୀ ଶ୍ରେଣୀ ରେ ନାମ ଲେଖାଉଛନ୍ତି।