କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ଅନ୍ତର୍ଗତ ଗୁଣ ପୁର ଗ୍ରାମରେ ଗାଁ କମିଟି ପକ୍ଷରୁ ଗଟ ୩୦ ତାରିଖ ଠାରୁ ଡିସେମ୍ବର ଚାରି ତାରିଖ ପର୍ଯ୍ୟନ୍ତ ୪୬ ତମ ମା ମହାଲକ୍ଷ୍ମୀ ପୂଜା ପାଳନ ହେଉଥିବା ସୂଚନା ମିଳିଛି । ଆଜି ଗୁରୁବାର ଦିନ ରାତ୍ର ନଅ ଘଣ୍ଟା ସମୟରେ ଗୁଣପୁର ମଞ୍ଚ ରେ ଡାନ୍ସ ଡାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସନ୍ଧ୍ୟା ଛଅ ଘଣ୍ଟା ସମୟରେ କମିଟି ମଞ୍ଚ ପରିଚାଳକ ଖିତିଶ କୁମାର ମାଝୀ ଓ ଅଜିତ୍ କୁମାର ସାହୁ ସୂଚନା ଦେଇଛନ୍ତି