ଆଠମଲ୍ଲିକ: ବାଇକ ସହ ମଦ ଜବତ ଜଣେ ଗିରଫ
ଠାକୁରଗଡ ପୋଲିସ ବୁଧବାର ଦିନ ତାବଡା ଛକ ନିକଟରୁ ବାଇକ ରେ ଚାଲାଣ ହେଉଥିବା ଚୋରା ୫୦ ଲିଟର ଦେଶୀ ପାଉଚ ମଦ କୁ
ଜବତ କରିଛି । ଏଥିସହ ଏହି ଚାଲାଣ ରେ ସମ୍ପୂର୍କ୍ତ ଥିବା ଠାକୁରଗଡ ଅଞ୍ଚଳ ର ସୁନୀଲ ଦଳେଇ ଙ୍କୁ ଗିରଫ କରିଛି । ଏ ନେଇ ନମ୍ବର୩୦୧/୨୫ ରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ କହିଛି ଯେ ସୁନୀଲ ଏକ ବାଇକ ଏକ ବାଇକ ନମ୍ବର (ଓଆର ୧୯ – ୦୧୦୨ ) ଯୋଗେ ୫୦ ଲିଟର ଚୋରା ପାଉଚ ମଦ ବୋଝେଇ କରି ତାବଡା ଅଞ୍ଚଳ କୁ ଚାଲାଣ କରୁଥିବା ବେଳେ ଖବର ପାଇଁ ଠାକୁରଗଡ ପୋଲିସ ଚଢଉ କରି ଗିରଫ କରିଥିଲା l ଏ ନେଇ ଗୁରୁବାର ଦିନ ଠାକୁରଗଡ଼ ପୋଲିସ ସନ୍ଧ୍ୟା 6:30 ର