ଡିସେମ୍ବର ୪ ତାରିଖ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ୩୦ ମିନିଟ ପର୍ଯ୍ୟନ୍ତ କୋଏଲନଗର ସ୍ଥିତ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟର ସଭାଗୃହରେ ଝିରପାଣି ଥାନା ଅଧିକାରୀ ପ୍ରଦୀପ କୁମାର ନାଏକ ବକ୍ତବ୍ୟରେ ଉପସ୍ଥିତ ଜନତାଙ୍କୁ କହିଲେ, ସାଇବର କ୍ରାଇମ ଓ ବର୍ତ୍ତମାନ ସମୟରେ ଚାଲିଥିବା ଠକେଇ ପ୍ରକାର ବିଷୟରେ ବିସ୍ତାରିତ ଭାବେ ଆଲୋଚନା କରିଥିଲେ, ଅନଲାଇନ ବ୍ୟାଙ୍କଠକେଇ, ଫେକ ଲିଙ୍କ, OTP ଠକେଇ, ସୋସିଆଲ ମିଡ଼ିଆ ଠକେଇ ଇତ୍ୟାଦି କିପରି ବୃଦ୍ଧି ପାଇଛି, ମୋବାଇଲକୁ କୌଣସି ଅଜଣା ଲିଙ୍କ ଉପରେ KLIK N କରିବା, OTP ବ୍ୟାଙ୍କ ବିବରଣୀ କିମ୍ବା PIN କାହାକୁ