ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ସମାସୀଙ୍ଗା ସ୍ଥିତ କେ.ଜି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ମଙ୍ଗଳବାର ଦିନ ତିନିଟା ସମୟରେ ଉପଭୋକ୍ତା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ଯ୍ୟକ୍ରମ ସରକାରୀ ସ୍ତର ରେ ଇ ଜେ ଭି ଫାଉଣ୍ଡେସନ ସହାୟତା ରେ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ଅତିଥି ମାନେ ମଞ୍ଚଷିନ ରହିଥିଲେ। ଏହି କାର୍ଯ୍ୟକ୍ରମ ରେ ତିନିଶହ ରୁ ଉର୍ଦ୍ଧ ଛାତ୍ରୀ ଉପସ୍ଥିତ ରହିଥିଲେ। ବିଦ୍ୟାଳୟ ର ସଭାପତି ତୁଲାରାମ ସେନାପତି କର୍ମଶାଳାରେ ସଭାପତିତ୍ବ କରିଥିବା ବେଳେ ସମାସିଙ୍ଗା ର ବିଶିଷ୍ଟ ସମାଜ ସେବୀ ତଥା ପ୍ରଧାନ ଶିକ୍ଷକ