ଆଜି ଶୁକ୍ରବାର ସନ୍ଧ୍ୟା 7ଟା ସମୟ ପାଖା ପାଖିରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଛକ ଠାରେ ପାଇକମାଲ ଥାନାଧିକାରୀ ଙ୍କ ନେତୃତ୍ୱରେ ଯାନବାହନ ଯାଞ୍ଚ କଡାକଡି କରାଯାଇଥିଲା। ପାଇକମାଲ ପୋଲିସ ଦ୍ୱାରା ଯାତ୍ରୀ ଓ ଗାଡି ଗୁଡିକର ସତର୍କ ତଦାରଖ କରାଯାଇଥିଲା।ଅବାଞ୍ଛିତ ଅସ୍ତ୍ର, ଓ ମଦ୍ୟ ଆଦି ପରିବହନ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି। ଆଜିର ଏହି ଚେକିଂ ସମୟରେ ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ