ଗତ 11 ତାରିଖରୁ ସମ୍ବଲପୁର ଫୋର୍ସି ଗ୍ରାଉଣ୍ଡ ଠାରେ ବ୍ଲୁ ଡାଇମଣ୍ଡ କ୍ଲବ ସମ୍ବଲପୁର ପକ୍ଷରୁ ଜିଲ୍ଲା ସ୍ତରୀୟ ଜୁନିଅର ଅଣ୍ଡର 16 ଓ ଅଣ୍ଡର 19 ଫଟାଫଟ କ୍ରିକେଟ ପ୍ରତିଯୋଗିତାର ଆଜି ଉଦଯାପିତ ହୋଇଯାଇଛି l ଆଜିର ଉଦଯାପନୀ ମହୋତ୍ସବରେ ମୁଖ୍ୟଅତିଥି ଭାବରେ ବିଜେପି ନେତା ସମୀର ରଞ୍ଜନ ବାବୁ, ଅନିଲ ବେହରା ମୁଖ୍ୟ ଅଥିତି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଙ୍ଘ ସମ୍ପାଦକ ସୁନୀଲ ସାହୁ, ପ୍ରବିଣ ସିଂଦେଓ ପ୍ରମୁଖ ଯୋଗଦାନ କରିଥିଲେ l ଏହି ଅବସରରେ ଫାଇନାଲ ମ୍ୟାଚ ମହାବୀର କ୍ରିକେଟ ଏକାଡମି ରେଙ୍ଗାଲି ଓ ବ୍ଲୁ ଡାଇମଣ୍ଡ କ୍ରିକେଟ ଏକାଡ଼ମି ସମ୍ବଲପୁ