ଟାଙ୍ଗୀ: ଟାଙ୍ଗୀ ଥାନା ଅନ୍ତର୍ଗତ ମାଗୁରା ପଞ୍ଚାୟତରେ ଥିବା ସନି ମନ୍ଦିରରୁ ଚୋରି, ଚୋରକୁ ଗିରଫ ପାଇଁ ରବିବାର ଅପରାହ୍ନ ରେ ଗ୍ରାମାଞ୍ଚଳ ଏସପିଙ୍କୁ ଦାବି
Tangi, Khordha | Sep 15, 2024
ଦୁର୍ବୃତ୍ତ ମନେ ସୋନି ମନ୍ଦିର ର ହୁଣ୍ଡି, ଠାକୁରଙ୍କ ଆଖି, ମୁକୁଟ ଆଦି ଲୁଟି ନେଇ ଥିବା ବେଳେ ଅଭିଯୁକ୍ତ କୁ ତୁରନ୍ତ ଗିରଫ ପାଇଁ ରବିବାର...