୨୦୨୩ ମସିହା ରେ ossc je civil main ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା ରେ ଅନ୍ୟତମ ଅଭିଯୁକ୍ତ କୁ ବାନ୍ଧିଛି କ୍ରାଇମ୍ ବ୍ରାଞ୍ଚ। ଗିରଫ ପରେ ବାଲେଶ୍ଵର ଏସ ଡି ଜେ ଏମ ଙ୍କ କୋର୍ଟ ରେ ହାଜର ପରେ ପୁଣି ୩ ଦିନିଆ ରିମାଣ୍ଡ ରେ ନେଇଛି କ୍ରାଇମବ୍ରାଞ୍ଚ।ଏନେଇ ରବିବାର ଅପରାହ୍ନ ୫ଘଟିକା ରେ ସୂଚନା ଦିଆଯାଇଛି।