କଣ୍ଟାବାଞ୍ଜି: ଚାନ୍ଦୋତରାରୁ ଗଞ୍ଜିଆପଡା ରାସ୍ତା ପାଲିଟିଛି ମରଣଯନ୍ତା, ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ବାସିନ୍ଦା
ଚାନ୍ଦୋତରା ରୁ ଗଞ୍ଜିଆପଡା ପର୍ଯ୍ୟନ୍ତ ରାସ୍ତା ପାଲିଟିଛି ମରଣଯନ୍ତା ମରାମତିରେ ଦିଆଯାଇଥିଲ ମାଟି ବେହାଲ ଅବସ୍ଥାରେ ଅଛି ରାସ୍ତା ସେ ନେଇ ଆଜି ସନ୍ଧ୍ୟା ୫ଟା ସମୟରେ ସ୍ଥାନୀୟ ବ୍ୟକ୍ତି ରଖିଲେ ପ୍ରତିକ୍ରିୟା