ପ୍ରଣବ_ଓ_ହିମାଂଶୁ_ସମର୍ଥକ_ମୁହାଁମୁହିଁ ଡିଜି ଅଫିସ ସାମ୍ନାରେ ବିଜେଡି କର୍ମୀଙ୍କ ଧାରଣା ଦିଆଯାଇଥିବା ରବିବାର ରାତି 1 ଘଟିକା ସମୟରେ ଦେଖିବାକୁ ମିଳିଥିଲା । ଧର୍ମଶାଳା ବିଧାୟକ ହୁମାଂଶୁ ସାହୁଙ୍କ ଗିରଫ ଦାବିରେ ଡିଜି ଅଫିସ ଆଗରେ ଧାରଣାରେ ବସିଲେ ଧର୍ମଶାଳାର ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ସମର୍ଥକ ।