ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ୩ଜଣ ପୁରୁଷ ଓ ୩ ଜଣ ମହିଳା ସହ ୨ ଜଣ ନାବାଳକ କୁ ଟାକ୍ସଫୋର୍ସ ଟିମ୍ ଉଦ୍ଧାର କରିଛି । ଶ୍ରମିକ ମାନେ ହେଲେ ଲାରମ୍ବା ଓ ବରଗଡ଼ ଅଞ୍ଚଳ ର ବୋଲି ଜଣାପଡ଼ିଛି। ଦାଦନ ସର୍ଦ୍ଧାର ଲାର୍ମ୍ବ ଥାନା ସୋଲ ବରଦା ର କୁଳମଣି କାଣ୍ଡ। ଦାଦନ ଚାଲାଣ ର ପ୍ରମୁଖ ରେଳ ଷ୍ଟେସନ ଭାବେ କଣ୍ଟାବାଞ୍ଜି ୪ ଦଶନ୍ଧି ଧରି ବେଶ ପରିଚିତ କଣ୍ଟାବାଞ୍ଜି ପୋଲିସ କେସ ନ ୪୩୫/୨୫ ରୁଜୁ କରି ଅଧିକ ତଦନ୍ତ ଚଳାଇଛି।