ବିଭିନ୍ନ ସମାସ୍ୟା ନେଇ ଆଜି ମଝିପଡା ଠାରେ ସଂଧ୍ୟା ୫ଟା ବେଳେ ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀ ଆୟୋଜନ କରା ଯାଇଛି।ଏପର୍ଯ୍ୟନ୍ତ ଚାଷୀଙ୍କ ପାଖକୁ ଟୋକନ ଆସିନାହିଁ ମଣ୍ଡି କଥା ନକହିବା ଭଲ ବିଭିନ୍ନ ସମାସ୍ୟା ନେଇ ଗତି କରୁଛି ଚାଷୀ।ଯାହା ଫଳରେ ଧିରେ ଧିରେ ଚାଷୀ ଆନ୍ଦୋଳନର ପନ୍ଥା ଆପଣାଇବା ପାଇଁ ପ୍ରସ୍ତୁତି ହେଲାଣି।ତିନିଦିନ ଭିତରେ ଏହାର ସମାଧାନ ନହେଲେ ଆନ୍ଦୋଳନ କରିବା ପାଇଁ ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି।।ଚାଷୀ ସଂଗଠନର ସଭାପତି ବୈକୁଣ୍ଠ ନାଥ ସତପଥି।