ଭୀମ ମଣ୍ଡଳୀରେ ଆରମ୍ଭ ହେଲା ପ୍ରତ୍ନତତ୍ତ୍ଵ ବିଭାଗର ଉତ୍ ଖନନ ଓ ରିସର୍ଚ୍ଚ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ଅନ୍ତର୍ଗତ ଘୋଷରାମାଲ ପଞ୍ଚାୟତର ଐତିହାସିକ ଭୀମ ମଣ୍ଡଳୀରେ ଥିବା ହଜାର ହଜାର ବର୍ଷର ଶିଳାଲେଖ ସବୁ ଗୁରୁବାର ସକାଳେ ଭାରତୀୟ ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ ପୁରୀ ସର୍କଲ ର ଅଧ୍ୟକ୍ଷକ ବିବିଷଦ ବ୍ରଜ ସୁନ୍ଦର ଗଡ଼ନାୟକ ଙ୍କ ଅଧ୍ୟକ୍ଷତାରେ ଆଜି ଉତ ଖନନ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିରେ ଘୋଷରାମାଲ ସରପଞ୍ଚ ପ୍ରେମଶିଳା ପ୍ରଧାନ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ଦେବେଶ କୁମାର ବିଶ୍ବାଳ ଯୋଗଦେଇ ଏହାର ଉଦଘାଟନ କରିଥିଲେ । ଆଜି ଏକ ଦଶ ଜଣିଆ ଟିମ୍