Public App Logo
Jansamasya
National
Delhi
Digitalindia
Didyouknow
Pmmsy
Constitutionday
Matsyasampadasesamriddhi
Fitwithfish
Fisheries
Nfdp
Indianconstitution
Samvidhandivas
Fidfimpact
Kisancreditcard
Valueaddition
South_delhi
North_delhi
Vandemataram
Dahd
West_delhi
North_west_delhi
Haryana
���ीएसटी
Cybersecurityawareness
Nextgengst
Happydiwali
Diwali2025
Railinfra4andhrapradesh
Responsiblerailyatri

କବିସୂର୍ଯ୍ୟନଗର: ବେଲଝରି ଗ୍ରାମରେ ବିଶ୍ୱ ଏଡସ ଦିବସ ପାଳିତ

ଡିସେମ୍ବର ଏକ ହେଉଛି ବିଶ୍ୱ ଏଡସ ଦିବସ। ସାରା ବିଶ୍ୱରେ ପାଳିତ ହେଉଛି ଏହି ଦିବସ । ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି ନିର୍ଦେଶ କ୍ରମେ ଲିଙ୍କ ୱାର୍କର ସ୍କିମ ଅରୁଣା ତତ୍ୱାବଧାନ ରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦମେଖ ପଂଚାୟତ ଅନ୍ତର୍ଗତ ବେଲଝରିରେ ସୋମବାର ଦିନ ଏହି ଦିବସ ପାଳିତ ହୋଇଯାଇଛି । ଏଥିରେ ସରପଞ୍ଚ ପ୍ରତିନିଧି ହୃଷିକେଶ ମେହେଣା, ଆଇ ସି ଟି ସି କାଉନଶୀଲର ପ୍ରଶାନ୍ତ କୁମାର ଦାସ, ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ, ଅରୁଣା ଜୋନାଲ ସୁପରଭାଇଜର ପ୍ରମୋଦ କୁମାର ଜେନା ଯୋଗଦେଇ ଏଡ଼ସ ର ଲକ୍ଷଣ, ସଚେତନ ଓ ନିରାକରଣ ଉପରେ ମତବ୍ୟକ୍ତ କରିଥିଲେ ।

MORE NEWS