ରବିବାର ଅପରାହ୍ନ ପ୍ରାୟ ଦୁଇଟା ସମୟରେ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳ ତାର ବିଧାୟକ ପ୍ରାର୍ଥୀ ଙ୍କୁ ବଦଳେଇଥିବା ଜଣାଯାଇଛି । ପୁର୍ବରୁ ପ୍ରାର୍ଥୀ ଥିବା ରାଜ୍ୟ ଓବିଶି ସେଲ୍ ସଭାପତି ବିଜୟାନନ୍ଦ ଚାଉଳିଆ ଙ୍କୁ ବଦଳାଇ ତାଙ୍କ ସ୍ଥାନରେ ହିମାଂଶୁ ଚାଉଳିଆ ଙ୍କୁ ରବିବାର ଦଳ ପ୍ରାର୍ଥୀ କରିଥିବା ଜଣାଯାଇଛି ।