ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଉପର ବାରାହା କାମୁଡାରେ ସର୍ବନିମ୍ନ ୪ ଡିଗ୍ରୀ ସେଲସିୟସ ତାପମାତ୍ରା ଛୁଇଁଥିବା ବେଳେ ଚହଲା ଓ ଗୁଡୁଗୁଡିଆ ରେ ୭ ଡିଗ୍ରୀ, ବରେହିପାଣି ରେ ୯ ଡିଗ୍ରୀ, ରାମତୀର୍ଥ ଓ କିଆଝରି ରେ ୧୩ ଡ଼ିଗ୍ରୀ ଏବଂ ସାତକୋଶିଆ ରେ ୧୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବା ନେଇ RCCF ପ୍ରକାଶ ଚାନ୍ଦ ଗୋଗୀନେନି ଆଜି ସକାଳୁ ଏକ ପ୍ରେସ ନୋଟ ଯୋଗେ ସୂଚନା ଦେଇଛନ୍ତି।