ଝାରସୁଗୁଡା ବେଲପାହାଡ ମିରର ଥିଏଟର ପକ୍ଷରୁ ଗୁମାଡେରା ମାଲିପଡା ସ୍ଥିତ ମିରର ଥଏଟର ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଆଜି ସନ୍ଧ୍ୟା ୭ ଟା ରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ ରେ "ଲାଲ ପାଏନ" ନାଟକ ର ୨୦୦ ତମ ସୋ ପ୍ରଦର୍ଶନ ନେଇ ସୂଚନା ଦିଆଯାଇଛି l ଆସନ୍ତା ଡିସେମ୍ବର ୨୧ ତାରିଖ ସନ୍ଧ୍ୟା ୬ ଟାରେ ଏହି ନାଟକ ପ୍ରଦର୍ଶିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି l