ବଲାଙ୍ଗୀର: ମଣ୍ଡଳ ଗାଁର ଶଙ୍କର ରାଇସ ମିଲ୍ ନିକଟରେ୨ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ ୫ଜଣ ଗୁରୁତର
୨ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ ୫ଜଣ ଗୁରୁତର। ଏଭଳି ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ମଣ୍ଡଳ ଗାଁର ଶଙ୍କର ରାଇସ ମିଲ୍ ନିକଟରେ।୨ଟି ବାଇକ୍ ରେ ୩ଜଣ ଲେଖାଏଁ ବସିଥିଲେ।୨ଟି ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଏଭଲି ଘଟଣା ଘଟିଛି। ମୃତ ଜଣକ ହେଲେ ଦେଓଗାଁ ର ପ୍ରଫୁଲ୍ଲ ନାଗ ବୋଲି ଜଣାପଡିଛି। ଘଟଣା ସମ୍ପର୍କରେ କୋଶଲ ସଂଗ୍ରାମୀ ଜିତୁ ନାଏକ ଖବର ପାଇଁ ଘଟଣାସ୍ଥଳକୁ ପହଞ୍ଚି ୬ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ପାଇଁ ଆଣିଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି।ଅନ୍ୟ ୫ଜଣ ଗୁରୁତର ଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମ ଭୋ