ନର୍ଲା: ନର୍ଲା ଥାନା ଅଞ୍ଚଳର ଜଣେ ବୃଦ୍ଧ ଙ୍କ ସଟ୍ଟା ଟଙ୍କା ଗଦୀ ନ ଦେବାରୁ ଝଗଡ଼ା ହେବା ଘଟଣା କୁ ନେଇ ଥାନାରେ ଅଭିଯୋଗ
ଗତ ମଙ୍ଗଳବାର ଦିନ ନର୍ଲା ଥାନା ଅଞ୍ଚଳର ଜଣେ ୬୫ ବର୍ଷୀୟ ବ୍ୟକ୍ତି ଜଣକ ସଟ୍ଟା ଖେଲା ଉ ଥିବା ଗ ଦୀ ପାଖକୁ ଯାଇ ୯୭ ଯୋଡ଼ି କଲ୍ୟାଣ ବଜାରରେ ଖେଳିଥିଲେ ଯୋଡ଼ି ଆସିବା ପରେ ଗ ଦି ଜଣକ ଟଙ୍କା ବୃଦ୍ଧ ଙ୍କୁ ପ୍ରାୟ ୨୦ ହଜାର ଟଙ୍କା ପ୍ରଦାନ କରିନଥିବା ଘଟଣାକୁ ନେଇ ଉଭୟ ପକ୍ଷ ଙ୍କ ମଧ୍ୟରେ ଯୁକ୍ତିତର୍କ ହେଇଥିଲେ ଏଥିରେ ଗ ଦି ଜଣକ ବୃଦ୍ଧ କୁ ମାଡ ମାରିବା ଘଟଣା କୁ ନେଇ ଆଜି ବୁଧବାର ଦିନ ଅପରାହ୍ନ ତିନିଟା ସମୟରେ ଥାନାରେ ଅଭିଯୋଗ କରିଥିଲେ ବୃଦ୍ଧ