ଡିସେମ୍ବର ୮ ତାରିଖ ସକାଳ ୧୧ସମୟର ସୂଚନା ଅନୁଯାଇ, ସେକ୍ଟର୨୧ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ହୋମିଓପାଥି କଲେଜର ଡାକ୍ତରୀ ଛାତ୍ର ଛାତ୍ରୀଗଣ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଈଁ ଆମରଣ ଅନଶନରେ ବସିଲେ ତଥା ରାଜ୍ୟର ୭ ଟି ଯାକ ଆୟୁଷ ମହାବିଦ୍ୟାଳୟ ୧୮୦୭ ଜଣ ଡାକ୍ତରୀ ଛାତ୍ରଛାତ୍ରୀମାନେ ସ୍ବେଛାକୃତ ଭାବେ ସାମିଲ ହୋଇଥିଲେ, ମାନ୍ୟବର ଯଶସ୍ବୀ ପ୍ରଧାନମନ୍ତ୍ରୀ ଆୟୁଷବିଭାଗର ଉନ୍ନତି ନିମନ୍ତେ ଆଖିଦୃଷ୍ଟିଆ ପଦକ୍ଷେପ ନେଉଥିବା ବେଳେ, ଓଡ଼ିଶାରେ ଆୟୁଷ ବିଭାଗ ଅନ୍ଧକାର ଭିତରକୁ ପସିଯାଉଥିବା ଲକ୍ଷ କରାଯାଉଛି