ଟାମ୍ପରଗଡ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ପ୍ରକଳ୍ପ ଅଧିକାରୀସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ଟାମ୍ପରଗଡ ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ସମ୍ବଲପୁର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଶନ୍ନ ପାତ୍ର । ଗୁରୁବାର ସକାଳେ ପ୍ରକଳ୍ପ ଅଧିକାରୀଙ୍କ ସହିତ ଯୁଯୁମୁରା ବ୍ଲକର ବିଡିଓ, ଏପିଓ ବିଶ୍ବରଂଜନ ସାହୁ ଆସିଷ୍ଟାଣ୍ଟ ଇଂଜିନିୟର , କନିଷ୍ଠ ଜନ୍ତି ରୋଜାଲିନ ବେହେରା ପ୍ରମୁଖ ବେହେରା ମାଲ ଗ୍ରାମରେ ଢିଙ୍ଗିରି ଛତୁ ଉତ୍ପାଦନ କେନ୍ଦ୍ର ଓ ଭିବି ଜି ରାମ୍ ଜି ଯୋଜନା ରେ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚାଲିଥିବା କା