ବଲାଙ୍ଗୀର: ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଧାରଣା ଦେଇ ପ୍ରତିକ୍ରିୟା ରଖିଲେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ
ବଲାଙ୍ଗିର ଜିଲ୍ଲାରେ ଜନ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ଆଜି ସକାଳ ୧୦ ଟା ସମୟରେ ଜିଲ୍ଲା ପରିଷଦ କାର୍ଯ୍ୟଳୟରେ ଜିଲ୍ଲା ପରିଷଦ ସଭ୍ୟ ମାନେ ଧାରଣା ରେ ବସିଥିଲେ। ଏ ସମ୍ପର୍କରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ପ୍ରତିକ୍ରିୟା ରଖିଛନ୍ତି ।