ଆଠମଲ୍ଲିକ: ଆଠମଲ୍ଲିକ ବନଖଣ୍ଡ ପକ୍ଷରୁ ମାଧପୁର ବନାଞ୍ଚଳ ର ବିଭିନ୍ନ ସ୍ଥାନରେ ମହୁବାକ୍ସା ବଣ୍ଟନ
ଗୁରୁବାର ଦିନ ପ୍ରାୟ ଦଶଟା ବେଳେ ଆଠମଲ୍ଲିକ ବନଖଣ୍ଡ ତତଫରୁ ମାଧପୁର ବନାଞ୍ଚଳ ଅଧିନ ୮ ଗୋଟି ବନ ସୁରକ୍ଷା ସମିତି ଗ୍ରାମ ରେ ମହୁ ବାକ୍ସ ବିତରଣ କରାଯାଇଥିବା ଜଣାଯାଇଛି । ମାଧପୁର ବନାଞ୍ଚଳ ଅଧିକାରୀ ବିଜୟ କୁମାର ସାହୁ ଙ୍କ ନେତୃତ୍ଵ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମାଧପୁର ବନ ସଂଯୋଜକ ଦେବାନନ୍ଦ ନାୟକ ସଂଯୋଜିକକା ତନୁଶ୍ରୀ ବଘାର ସହଯୋଗୀ ସଂସ୍ଥା ଦଳପତି ଅମରେଶ ପ୍ରସାଦ ଦାସ , ଶ୍ୱତମ୍ବର୍ ମଲ୍ଲିକ , କୁମୁଦିନୀ ପାଣି, ବନରକ୍ଷୀ ମୋନାଲିସା ପ୍ରଧାନ ଓ ସବିତା ବାଘ ସହଯୋଗ କରିଥିଲେ ।