ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ରଏଲ ପଡିଆ ଠାରେ ଅନୁଷ୍ଟିତ ହୋଇଯାଇଛି। ଉକ୍ତ ମେଳା କୁ ବିରମହାରାଜପୁର ବିଧାୟକ ଇଂ ରଘୁନାଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ।ସ୍ବତନ୍ତ୍ର ଅତିଥି ଭାବରେ ଜିଲ୍ଲାପାଳ ଡ.ନୃପରାଜ ସାହୁ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏ ପ୍ରମୁଖ ଯୋଗ ଦେଇଥିଲେ। ଡ଼ା ରଞ୍ଜନ କୁମାର ଦାସ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ସୁବର୍ଣ୍ଣପୁର ଯୋଗ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ।