ରାଜ୍ୟବାସୀଙ୍କ ସେବାରେ ଏକ ବର୍ଷ ପୂରଣ କଲା ରାଜ୍ୟ ସରକାର। ସରକାରକୁ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ଦିବା 11 ଘଟିକା ସମୟରେସାରସକଣା ପଞ୍ଚାୟତ କାର୍ଯ୍ୟାଳୟ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇଥିବା ବିକାଶ ବାହାନକୁ ଶୁଭ ପତାକା ଦେଖାଇ ଶୁଭାରମ୍ଭ କଲେ ସାରସକଣା ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷା ।ଏହି ବିକାଶ ବାହନ ବ୍ଲକ ର ପ୍ରତ୍ୟେକ ଗାଁ କୁ ଯାଇ ରାଜ୍ୟ ସରକାର ଏକ ବର୍ଷ ଭିତରେ କରିଥିବା ଉନ୍ନତିମୂଳକ କାର୍ଯ୍ୟର ପ୍ରଚାର କରିବ।ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ଅଧିକାରୀ ଉପସ୍ଥିତ ଥିଲେ।