ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବନ୍ଦପାଲି ଠାରେ ପଞ୍ଚଯାତ ସୁରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ।ଏଥ୍ରେ ସର୍ବମୋଟ 5 ଗୋଟି ଅଭିଯୋଗ ହୋଇଥିବା ବେଳେ ବ୍ୟକ୍ତିଗତ ଗୋଟିଏ ଓ ସାମୁହିକ ଅଭିଯୋଗ ଚାରି ଗୋଟି ହୋଇଥିଲା ଏଥିରେ ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଗୃହ,ସୁଭଦ୍ରା ଯୋଜନା, ବାଦ୍ଧକ୍ୟ ଭତ୍ତା, ଗୁହାଳ ଗୃହ ଭଳି ଅଭିଯୋଗ ଅଧୂକ ଦେଖିବାକୁ ମିଳିଥିଲା । ଯେଉଁ ଅଭିଯୋଗ ପଂଚାୟତ ସ୍ତରୀୟ ଶୁଣାଣୀ ରେ ସମାଧାନ ହୋଇନପାରିଲେ ତାକୁ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର କୁ ଯିବା ପାଇଁ ପରାମର୍ଶ ଦେଇଥିଲେ।