ନର୍ଲା ଅଞ୍ଚଳରେ ଚାଷୀ କୁଳ ମାନେ ଚଳିତ ବର୍ଷ ଧାନ ଫସଲ ଅମଳ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଙ୍କ ଧାନ ମଣ୍ଡି ର ବ୍ୟବସ୍ଥା ହୋଇପାରୁ ନାହିଁ ଯାହାକି ଚାଷୀ କୁଳ ନାହିଁ ନ ଥିବା ର ଅସୁବିଧା ହେଉଛି ଏ ନେଇ ଆଜି ସୋମବାର ଦିନ ସନ୍ଧ୍ୟା ଛଅ ଘଣ୍ଟା ସମୟରେ ଘଣ୍ଟ ମାଳ ସରପଞ୍ଚ ଦେବେନ୍ଦ୍ର ସା ଦାବୀ କରିଛନ୍ତି