ଭେଡେନ: ଭେଡେନ ଥାନାର ବିଭିନ୍ନ ଅଞ୍ଚଳରେ ଭେଡେନ ପୋଲିସର ପ୍ଲାଗମାର୍ଚ୍ଚ
ଆଜି ରବିବାର ସକାଳ ୧୦ ଟାରେ ଚଳିତ ସାଧାରଣ ନିର୍ବାଚନ ୨୦୨୪ କୁ ଦୃଷ୍ଟିରେ ରଖି ଆଇନ ଅନୁଯାୟୀ ଆଚରଣ ବିଧି ଲାଗୁ ହେବା ପରେ ସାଧାରଣ ଜନତାଙ୍କ ସହ ପୋଲିସ ରହିଛି ବୋଲି ସୂଚନା ଦେବା ସହ ନିର୍ବାଚନକୂ ଶୃଙ୍ଖଳିତ ଭାବେ ପରିଚାଳିତ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ପ୍ରହଲ୍ଲାଦ ମିନାଙ୍କ ନିର୍ଦ୍ଧେଶ କ୍ରମେ ରେମଣ୍ଡା , ଥୁଆପଲି, ଝରାପାଲି,ଲୁପୁରସିଂହା,ସଂକ୍ରୀଡ଼ା ଆଦି ଅଞ୍ଚଳରେ ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି ଭେଡେନ ଥାନା ଅଧିକାରୀ ପ୍ରେମଜିତ ଦାସଙ୍କ ନେତୃତ୍ବରେ।