ପଦ୍ମପୁର: ପଦ୍ମପୁର ବ୍ୟାଡ଼ମିଣ୍ଟନ ପ୍ରିମିୟର ଲିଗ -୨.୦ ଶେଖ ହାଇଦର ଙ୍କ ସ୍ମୃତିରେ ହୋଟେଲ ମିରା ଇନ ରେ ସାମ୍ବାଦିକ ସମ୍ମିଳନୀ
ପଦ୍ମପୁର ବ୍ୟାଡ଼ମିଣ୍ଟନ ପ୍ରିମିୟର ଲିଗ -୨.୦ ଶେଖ ହାଇଦର ଙ୍କ ସ୍ମୃତିରେ ଆଜି ହୋଟେଲ ମିରା ଇନ ରେ ସନ୍ଧ୍ୟା ୫ଟା ୩୦ ମିନିଟ ସମୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା