ବଲାଙ୍ଗୀର: ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସବୁଜ ରଥ ଉଦ୍ଘାଟନ କରି ପ୍ରତିକ୍ରିୟା ରଖିଲେ ବନଖଣ୍ଡ ଅଧିକାରୀ
ଆଜି ସକାଳ ୧୦ ଟା ୩୦ ମିନିଟ ସମୟରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ରୁ ସବୁଜ ରଥ ର ଶୁଭାରମ୍ଭ ହୋଇଛି । ବନଖଣ୍ଡ ଅଧିକାରୀ ଏହାକୁ ଉଦ୍ଘାଟନ କରି ଏ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି।