ବିଜୁ ଜନତା ଦଳ ପକ୍ଷରୁ ଆଜି ସାଂସ୍କୃତିକ ସମାଜ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସାମ୍ବାଦିକ ସମ୍ମିଳନୀରେ ଚାଷୀ ସମସ୍ୟା, ହାଇକୋର୍ଟ ବେଞ୍ଚ, ସମ୍ବଲପୁରୀ ଭାଷାକୁ ସରକାରୀ ମାନ୍ୟତା ଏବଂ ଅଷ୍ଟମ ଅନୁଛେଦରେ ସାମିଲ କରିବା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା l ଏହି ମର୍ମରେ ଆଜି ଚାଷୀ ମାନଙ୍କ ସମସ୍ୟାକୁ ବିଜେପି ଶାସିତ ସରକାରି ଦଳ ର କିଛି କର୍ମୀ ଓ କର୍ମକର୍ତ୍ତା ଯେଉଁ ଭଳି ଭାବରେ ବିଜୁ ଜନତା ଦଳର ସଭାପତି ଇଂ ରୋହିତ ପୂଜାରୀଙ୍କୁ ଟାର୍ଗେଟ କରି ବିଭିନ୍ନ ମିଛ କଥା କହୁଛନ୍ତି ତାହା ସମ୍ପୂର୍ଣ ଆଗ୍ରହଣୀୟ