ପଦ୍ମପୁର: ଲୋହରାକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନୂତନ ଶିକ୍ଷକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ପାଇକମାଳ ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲୋହରାକୋଟ ରେ ନୂତନ ଭାବେ ଯୋଗଦାନ କରିଥିବା ଶିକ୍ଷକ ଟଙ୍କଧର ଦେହୁରୀ ଙ୍କୁ ବିଦ୍ୟାଳୟ ର ପରିଚାଳନା ସମିତି ଓ ଶିକ୍ଷକ ଙ୍କ ଦ୍ୱାରା ଆଜି 11 ଟା 30 ମିନିଟ ସମୟ ରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ପରିଚାଳନା ସମିତି ସଭାପତି ପ୍ରଶାନ୍ତ ସାହୁ ନୂତନ ଶିକ୍ଷକ ଙ୍କୁ ଉତ୍ତରୀୟ ଓ ଫୁଲତୋଡା ସହ ସୌଜନ ମୁଳକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ତେଣୁ ଏହି ପରିପ୍ରେକ୍ଷୀରେ ଏକ ସାଧାରଣ ସଭା ର ଆୟୋଜନ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ପ୍ରଧାନ, ସମସ୍ତ ସହକାରୀ ଶିକ୍ଷକ ଶିକ