ବିଶୋଇ: ବିରାଡିହି ଗ୍ରାମରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଯୋଗ ଦେଲେ ବିଧାୟକ
ସାରସକଣା ବ୍ଳକ୍ ଅନ୍ତର୍ଗତ ଭୂର୍ଷାଣୀ ଗ୍ରାମ ପଞ୍ଚାୟତ ର ବିରଡିହି ଠାରେ ଭଞ୍ଜ ତରାଶ କ୍ଲବ୍ ଦ୍ବାରା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଇ ଯାଇଛି।ଏହି ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଆଜି ଦିବା ୪ ଘଟିକା ସମୟରେ ଯୋଗ ଦେଲେ ସାରସ କଣା ବିଧାୟକ ଭାଦବା ହାଁସଦା।ଶ୍ରୀ ହାଁସଦା ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ସ୍ଥାନୀୟ ଅଂଚଳର ଅନେକ ଦଳ ଯୋଗ ଦେଇଥିଲେ