ଟାଉନ କ୍ଳବ ତରଫରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳା ଓ ସଂସ୍କୃତି ର ମହାମିଳନ ର ମଞ୍ଚ ଅନୁଷ୍ଠିତ ହେବାକୁ ଯାଉଅଛି। ତେବେ କମିଟି ତରଫରୁ ଆୟୋଜିତ ହେଉଥିବା ପଦ୍ମପୁର ଲୋକ ମହୋତ୍ସବ ର ବିଭିର୍ଣ୍ଣ ପର୍ଯ୍ୟାୟ ଥିବା ବେଳେ ଆସନ୍ତା ତା. 10.12.2025 ରିଖ ରୁ ଆନୁଷ୍ଠାନିକ ଭାବରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହେବ, ତେବେ ଏହା ପୂର୍ବରୁ ପ୍ରତିବର୍ଷ ଭଳି ତା. 09.12.2025 ରିଖ ଦିନ କମିଟି ପକ୍ଷରୁ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହେବାକୁ ଯାଉଅଛି। ଏ ନେଇ ଆଜି ଆୟୋଜକ କମିଟି ତରଫରୁ ଆଜି 11ଟା ସମୟରେ ସ୍ଥାନୀୟ ଅଶୋକ ପଡିଆ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନ