ବଲାଙ୍ଗୀର: ବଇରାସର ଗ୍ରାମରେ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ ଏସଡିପିଓ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି
ଗତ ଶନିବାର ଦିନ ସକାଳେ ପୁଇଁତଲା ଥାନା ଅନ୍ତର୍ଗତ ବଇରାସର୍ ଗ୍ରାମରେ ଦୀୟା କୁମ୍ଭୀରଙ୍କ ମୃତଦେହ ଘର ଭିତରୁ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ଦୁଇଜଣଙ୍କୁ ପୁଲିସ ଧରିଥିଲା। ଏନେଇ ଆଜି ମଧ୍ୟାହ୍ନ ୨ ଟା ସମୟରେ ଏସଡିପିଓ ତାଙ୍କର କାର୍ଯ୍ୟଳୟରେ ପ୍ରତିକ୍ରିୟା ରଖିଛନ୍ତି ।