ଆଗାମୀ ଦିନରେ ଦେଶବାସୀ ଆତ୍ମନିର୍ଭର ଭାରତ ଗଠନ ଓ ଅର୍ଥନୈତିକ କ୍ଷେତ୍ରରେ ସ୍ବାବଲମ୍ବୀ ହେବା ଉଦ୍ଦେଶ୍ୟରେ ଆଜି ଅର୍ଥାତ ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟା ରେ ବାରିପଦା ସହରର ୱାର୍ଡ ନଂ ୧୭ ଠାରେ ବିଜେପିର ମୟୂରଭଞ୍ଜ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ‘ଆତ୍ମନିର୍ଭର ସଂକଳ୍ପ ଯାତ୍ରା’ ଆୟୋଜନ କରାଯାଇଥିଲା।